ଅପରେଶନ ଅଲ୍‌ଆଉଟ୍:ସେନା ନେବ ପ୍ରତିଶୋଧ

ନୂଆଦିଲ୍ଲୀ: ବହୁତ ହୋଇଗଲା। ଏଣିକି ଆଉ ନୁହେଁ। ସୀମାରେ ଉତ୍ପାତ କରୁଥିବା ଆତଙ୍କବାଦୀଙ୍କ ଆଖିରୁ ନିଦ ହଜାଇବାକୁ ପ୍ରସ୍ତୁତ ହେଉଛି ସେନା। ଜାମ୍ମୁ-କାଶ୍ମୀର ସୀମାନ୍ତରେ ଶାନ୍ତି ଫେରାଇ ଆଣିବାକୁ ପୁଣିଥରେ ଆରମ୍ଭ ହେବ ଅପରେଶନ ଅଲଆଉଟ୍। ଏ ନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ରାଜନାଥ କହିଛନ୍ତି ଯେ, ପବିତ୍ର ରମ୍‌ଜାନ ମାସ ପାଇଁ ଯୁଦ୍ଧ ବିରାମ ଘୋଷଣା କରାଯାଇଥିଲା। ରକ୍ତପାତ ନ … Continue reading ଅପରେଶନ ଅଲ୍‌ଆଉଟ୍:ସେନା ନେବ ପ୍ରତିଶୋଧ